ପାଠୀ
ଦେଖଣା
ପାଠୀ
ଉଚ୍ଚାରଣ
[ସମ୍ପାଦନା](ପାଠିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପଠ୍ ଧାତୁ +କର୍ତ୍ତୃ. ଇନ୍ ୧ମା.୧ବ)
[ସମ୍ପାଦନା]ପାଠକ; ଯେ ପଢ଼େ —Reading; studying.
[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା— ସହପାଠୀ, ଛେଦପାଠୀ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତ୍ରିତ ବୃକ୍ଷ; ଧଳା ଚିତା ଗୁଳ୍ମ ===
- ୨. ବ୍ରାହ୍ମଣଙ୍କ ଉପାଧିବିଶେଷ — ୨. A family-title of Brāhmāṇas.