ପାଠ୍ୟପୁସ୍ତକ କମିଟୀ
ଆଧୁନିକ ବ୍ୟବହାର (ସଂସ୍କୃତ - ପାଠ୍ୟପୁସ୍ତକ ଇଂରାଜୀ - କମିଟ୍ଟୀ)+ବିଦ୍ୟାଳୟର ପାଠ୍ୟପୁସ୍ତକମାନ ମନୋନୀତ କରି ନିର୍ଦ୍ଦୋଶ କରିବା ପାଇଁ ପ୍ରତି ପ୍ରଦେଶରେ ସରକାରଙ୍କଦ୍ୱାରା ପ୍ରତିଷ୍ଠତ ସମିତି — Text-book committee.