ପାଠ ଡାକୁଛି
ଦେଖଣା
ପାଠ ଡାକୁଛି
ଉଚ୍ଚାରଣ
[ସମ୍ପାଦନା]ପାଠ ଡାକିଲା,ପାଠ କହିଲା, ପାଠ କହୁଛି, ପାଠରେ ଅଛି, ପାଠଭାକି (ଖୁ)ଛିଅନ୍ୟରୂପ
ଦେଶଜ - ବାକ୍ୟ.
[ସମ୍ପାଦନା](ଅମୁକ ବିଷୟ) ପ୍ରାଚୀନ ଗ୍ରନ୍ଥମାନଙ୍କରେ ବା ଶାସ୍ତ୍ରରେ ଲେଖାଅଛି —(a particular thing) Is witten in ancient books or scriptures; so say the books.
ପାଠ ଡାକୁଛି, ଜଣେ ଉଡ଼େଇବ, ଜଣେ ରଖୁଛି ଢଗ
(ଯଥା—ଅର୍ଥାତ୍ ଆମର ପ୍ରାଚୀନ ଗ୍ରନ୍ଥମାନଙ୍କରେ ଲେଖାଅଛି ଯେ ଜଣେ ଲୋକ ବହୁକଷ୍ଟରେ ସଞ୍ଚିବା ଧନକୁ ତା ପରେ ଅନ୍ୟ ଲୋକ ଅପବ୍ୟୟରେ ଉଡ଼ାଇ ଦିଏ)