Jump to content

ପାଠ ପଢ଼ା

ଉଇକିଅଭିଧାନ‌ରୁ

ପାଠ ପଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାଠ+ପଠନ; ପାଠନ)

[ସମ୍ପାଦନା]
୧. ବିଦ୍ୟାଶିକ୍ଷା; ଅଧ୍ୟୟନ — ୧. Reading education; study.

"ମାଆଁ ମାଆଁ"ରେ ପାଠପଢ଼ା ବଡ଼ ଦୁଃଖ; ହାତ ଗୋଡ଼ ଦୁଇ ଲାଗଇରେ ପଶ୍ଚାନ୍ତେ ବଡ଼ ସୁଖ—ଶୀଶୁବଚନ

୨. ଅଧ୍ୟାପନା —୨. Teaching.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅଧ୍ୟୟନକାରୀ (ଛାତ୍ର) — ୧. Studying (student).
୨. ଅଧ୍ୟାପନକାରୀ (ଗୁରୁ) —୨. Teaching (master).
୩. ଶିକ୍ଷିତ; ଶିକ୍ଷାପ୍ରାପ୍ତ —୩. Educated.
୪. ଯେଉଁ ସ୍ଥାନରେ ପିଲାଏ ପଢ଼ନ୍ତି — ୪. (a place) where children study.

ଯଥା—ପାଠ ପଢ଼ା ମେଲା