ପାଠ ପଢ଼ିବା
ଦେଖଣା
ପାଠ ପଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ପାଠ+ପଠ୍ ଧାତୁ)
[ସମ୍ପାଦନା]- ୧. ବିଦ୍ୟାଶିକ୍ଷା କରିବା; ଶିକ୍ଷକଙ୍କ ଠାରୁ ବିଦ୍ୟା ଲାଭ କରିବା ୧. To acquire learing; to undergo a course of education.
- ୨. ନିର୍ଦ୍ଦିଷ୍ଟ ପାଠ ବା ସନ୍ଥକୁ ଅଭ୍ୟାସ କରିବା — ୨. To be engaged in studying a particular lesson.
- ୩. (ଲକ୍ଷଣାର୍ଥ) (କଚିରିଆ)—ମାମଲତକାରଙ୍କଦ୍ୱାରା (ସାକ୍ଷୀ) ମକଦମା ପଡ଼ିବା ପୂର୍ବରୁ ତାଲିମ୍ ହେବା — ୩. (figurative-(a witness)To be coached beforehand.