ପାଠ ପଢୁଆ
ଦେଖଣା
ପାଠ ପଢୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ଛାତ୍ର ବିଦ୍ୟା ଶିକ୍ଷା କରୁଅଛି —୧. Studying; being educated.
- ୨. ଶିକ୍ଷିତ; ଯେ ବିଦ୍ୟାଶିକ୍ଷା କରିଅଛି — ୩. Educated.
- ୩. ଯେ ବିଦ୍ୟାଶିକ୍ଷା ଦେଉ ଅଛନ୍ତି — ୩. Teaching; imparting education.
- ୪. ଯେଉଁ ଗୁରୁଙ୍କଠାରେ କୌଣସି ବ୍ୟକ୍ତି ବାଲ୍ୟ କାଳରେ ବିଦ୍ୟା ଶିକ୍ଷା କରିଥିଲେ —୪. One who had been a person's teacher in the latter's body hood.