ପାଡ଼ରା
ଦେଖଣା
ପାଡ଼ରା
ଉଚ୍ଚାରଣ
[ସମ୍ପାଦନା]ପାଡ଼ୁଆ, ପାଡ଼ୁରା,ଅନ୍ୟରୂପ
ପାଡ଼ରୀ, ପାଡ଼ୁ(ଡ଼ୋ)ଈ, ପାଡ଼ୁରୀସ୍ତ୍ରୀ
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ପୁଂ. (ସଂସ୍କୃତ - ପର୍ଦ୍ଦକ)
[ସମ୍ପାଦନା]- ୧. ପାରଡ଼ା; ପାରୁଡ଼ା; ଯେ ବାତ କର୍ମ କରେ — ୧. Habituated to breaking wind very often.
- ୨. ଡରୁଆ; ଛେରୁଆ — ୨. Timid; coward.
- ୩. ପାଡ଼ ପରି ପୃତି ଗନ୍ଧବିଶିଷ୍ଟ —୩. Of very offensive. smell like the wind from the anus.