ପାଡ଼ରା ପୋକ
ଦେଖଣା
ପାଡ଼ରା ପୋକ
ଉଚ୍ଚାରଣ
[ସମ୍ପାଦନା](ପାଡ଼ୁରା ପୋକ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂତ୍ୟଣ୍ଡ, ପୂତିକୀଟ)
[ସମ୍ପାଦନା]ପାରଡ଼ା ବା ପାରୁଡ଼ା ପୋକ; ଦୁର୍ଗନ୍ଧ ଯୁକ୍ତ ଦୃଢ଼ପଡ଼ୀ ଷଟ୍ପଦୀ କୀଟ — Lady bird; Coccinella. Hippodamea Maculata.
ଅହେ ରସିକ କଖାରୁ ଫୁଲକୁ ପାରୁଡ଼ା ପୋକ—ଢଗ
[ଦ୍ରଷ୍ଟବ୍ୟ —ଏମାନେ କଖାରୁ ଫୁଲରେ ବସିବାର ଦେଖାଯାଏ ଏମାନଙ୍କ ବର୍ଣ୍ଣ ନାଲି କିମ୍ୱା ହଳଦିଆ, ଦେହରେ କଳାକଳା
ପୁଂଟି ଫୁଟିକିଆ ଦାଗ ଥାଏ ଏହାକୁ ହାତରେ ମଳିଲେ ବା ଏହା ହାତରେ ଲାଗିଲେ ଗନ୍ଧାଏ ଏମାନଙ୍କ ପକ୍ଷଯୁକ୍ତ ପୃଷ୍ଠର ବ୍ୟାସ ଅଧ ଇଞ୍ଚ ଠାରୁ ୧୪: ଇଞ୍ଚ]