Jump to content

ପାଢ଼

ଉଇକିଅଭିଧାନ‌ରୁ

ପାଢ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଭୀରୁ; କାପୁରୁଷ — Coward.

କେ ପାଢ଼ କେହୁ ମରଦ ଚିହ୍ନ ଏହି ଠାବରେ ପଡ଼ିବା ସିନା— ବ୍ରଜନାଥ ସମରତରଙ୍ଗ

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ସଂସ୍କୃତ - ପାଠା)

[ସମ୍ପାଦନା]

ଆକାନବିନ୍ଧି (ଗୁଳ୍ମ) (ଦେଖ) - Akānabindhi (See)