ପାଢ଼ିଆ ବ୍ରାହ୍ମଣ
ଦେଖଣା
ପାଢ଼ିଆ ବ୍ରାହ୍ମଣ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ପଣ୍ଡା ଓ ପାଢ଼ୀ ଶ୍ରେଣୀୟ ବ୍ରାହ୍ମଣ — A class of Brāhmaṇas.
[ଦ୍ରଷ୍ଟବ୍ୟ —ଏମାନେ ହଳୁଆଙ୍କଠାରୁ ଉତ୍କୃଷ୍ଟ ଓ ପଣ୍ଡା ଶ୍ରେଣୀୟ ଏମାନେ ସବୁ ପ୍ରକାରର ସୁଉଦା ବିକିବା ପାଇଁ ଦୋକାନ କରନ୍ତି ଗଞାମର କେତେକ ରାଜଧାନୀରେ ଏହି ଶ୍ରେଣୀର ବ୍ରାହ୍ମଣମାନେ ପୁରୋହିତ କରୁଥିବାର ମଧ୍ୟ ଦେଖାଯାଏ]