ପାଣତୀ
(ପାଣତୀ—ଅନ୍ୟରୂପ)
ଗୃହସ୍ଥର ଘରକୁ ପ୍ରତିଦିନ କୂଅ ବା ପୋଖରୀରୁ ପାଣିଆଣି ଦେବା ପାଇଁ ନିଯୁକ୍ତା ସ୍ତ୍ରୀ ଲୋକ —A woman who is engaged on hire to fetch water from a well or pond for the domestic use of a person.