Jump to content

ପାଣବିକ

ଉଇକିଅଭିଧାନ‌ରୁ

ପାଣବିକ

ଉଚ୍ଚାରଣ

[ସମ୍ପାଦନା]
(ପାଣବିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପଣବ+ଇକ)

[ସମ୍ପାଦନା]

ପଣବ ବା ଢୋଲ ସମ୍ୱନ୍ଧୀୟ — Relating to a drum.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ବାଦ୍ୟବାଦକ; ଯେ ବାଜା ବଜାଏ —୧. Drummer (M.W.).
୨. ପକ୍ଷିବିଶେଷ —୨. A species of bird.