ପାଣିଆ
ଦେଖଣା
ପାଣିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପାନୀୟ)
[ସମ୍ପାଦନା]- ୧. ଜଳବହୁଳ; ଜଳୀୟ — ୧. Abounding in water; watery.
- ୨. ଜଳମିଶ୍ରିତ —୨. Mixed with water.
- ୩. ତରଳ —୩. Liquid.
- ୪. ପାଣିଚା; ପାଣିର ସ୍ୱାଦଯୁକ୍ତ; ସ୍ୱାଦହୀନ — ୪. Having the taste of water; insipid; tasteless.
- ୫. (ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ)— ଏତେ ବର୍ଷ ହଳ ବା ଶଗଡ଼ରେ ଲଗା ଯାଇଥିବା (ବଳଦ) — ୫. (a bullock) Which has worked in the plough or cart for so many years.
ବି ପାଣିଆ ବଳଦ ହଳକର ଦାମ ସାଢ଼େ ଚାରି କି ପାଞ୍ଚ ଟଙ୍କା କେବେ କିଏ ଶୁଣିଥିଲା? ଫକୀରମୋହନ. ଗଳ୍ପସ୍ୱଳ୍ପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଜଳବାହକ; ପାଣି ବୁହାଳି — Water carrier.
ଦେଶଜ - ବିଶେଷଣ -
[ସମ୍ପାଦନା]ଶୀତଳ —Cold.
(ଯଥା—ସନ୍ନିପାତ ମଳୁର ଦିହ ହାତ ପାଣି ହୋଇ ଯାଉଛି)