Jump to content

ପାଣିଆଁ

ଉଇକିଅଭିଧାନ‌ରୁ

ପାଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପାନୀୟ)

[ସମ୍ପାଦନା]
୧. ଜଳବହୁଳ; ଜଳୀୟ — ୧. Aboundingin water; watery.
୨. ଜଳମିଶ୍ରିତ —୨. Mixed with water.
୩. ତରଳ —୩. Liquid.
୪. ପାଣିଚା; ପାଣିର ସ୍ୱାଦଯୁକ୍ତ; ସ୍ୱାଦହୀନ — ୪. Having the taste of water; insipid; tasteless.
୫. (ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ)— ଏତେ ବର୍ଷ ହଳ ବା ଶଗଡରେ ଲଗା ଯାଇଥିବା (ବଳଦ) — ୫. (a bullock) Which has worked in the plough or cart for so many years.

ବି ପାଣିଆ ବଳଦ ହଳକର ଦାମ ସାଢେ ଚାରି କି ପାଞ୍ଚ ଟଙ୍କା କେବେ କିଏ ଶୁଣିଥିଲା? ଫକୀରମୋହନ. ଗଳ୍ପସ୍ୱଳ୍ପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଜଳବାହକ; ପାଣି ବୁହାଳି — Water carrier.

ଦେଶଜ - ବିଶେଷଣ -

[ସମ୍ପାଦନା]

ଶୀତଳ —Cold.

(ଯଥା—ସନ୍ନିପାତ ମଳୁର ଦିହ ହାତ ପାଣି ହୋଇ ଯାଉଛି)