Jump to content

ପାଣିକଖାରୁ

ଉଇକିଅଭିଧାନ‌ରୁ

ପାଣିକଖାରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଓ. ପାଣି+ସଂସ୍କୃତ - କର୍କାରୁ)

[ସମ୍ପାଦନା]

କଖାରୁ ଜାତୀୟ ଲତା ଓ ଫଳ —Cucurbita Pepo (Haines); Benincusa Cerefera; pumpkin; white gourd- melon.

[ ଦ୍ର— ଏହାହିଁ ପ୍ରକୃତ କୁଷ୍ମାଣ୍ତ; ବୋଇତିକଖାରୁ ବିଦେଶରୁ ଏ ଦେଶକୁ ଆସିଛି ଏହାର ଫୁଲ ଈଷଦ୍ ହଳଦିଆ; ଫଳ ଛୋଟବେଳେ ସବୁଜବର୍ଣ୍ଣ, ପକ୍ୱ ହେଲେ ପାଉଁଶପରି ଧଳା ଚୂନାରେ ଆବୃତ ହୁଏ ଫଳମାନ ତକିଆ ବା ମୃଦଙ୍ଗପରି ]