ପାଣିକାଉ
ଦେଖଣା
ପାଣିକାଉ
ଉଚ୍ଚାରଣ
[ସମ୍ପାଦନା](ପାଣି କୁଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାଣିକାଉ
|
ଦେଶଜ - (ଶୂଦ୍ରଙ୍କ ବ୍ୟବହୃତ) ବିଶେଷ୍ୟ - (ସଂସ୍କୃତ - ପାନୀୟ+କାକ; ସଂସ୍କୃତ - ଜଳ କାକ)
[ସମ୍ପାଦନା]ପ୍ଲବଗବର୍ଗର ପ୍ରାୟ ୧ ହାତ ଦୀର୍ଘ ଜଳଚର ଲଗ୍ନପଦୀ ପକ୍ଷୀବିଶେଷ — The little cormorant; the coal goose; Phalacrocorax.
[ ଦ୍ର—ଏହାର ଥଣ୍ଟ ଚେପଟା, ପକ୍ଷୀ ସାନ, ବେକ ଲମ୍ୱା; ଓପର ଥଣ୍ଟ ତଳକୁ ବଙ୍କେଇ ଥାଏ ଲାଞ୍ଜ ପ୍ରାୟ ନାହିଁ; ବର୍ଣ୍ଣ ଘୋର କୃଷ୍ଣବର୍ଣ୍ଣ ଏମାନେ ଅଧିକ ସମୟ ପାଣିରେ ବୁଡ଼ି ପାରନ୍ତି ]