ପାଣିକିପକାଇବା
ଦେଖଣା
ପାଣିକିପକାଇବା
ଉଚ୍ଚାରଣ
[ସମ୍ପାଦନା][ପାଣିକି ପକା(କେ)ଇ ଦେବା, ପାଣିକୁ(କି) ଫିଙ୍ଗିଦେବା, ପାଣିରେ ପକା(କେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ପାଣିକିପକାଇବା
|
ଦେଶଜ - କ୍ରି—(ଲକ୍ଷଣାର୍ଥ)
[ସମ୍ପାଦନା]- ୧. (ଧନକୁ) ବୃଥା ବ୍ୟୟ କରିବା — ୧. To spend money for no purpose.
- ୨. ଅପାତ୍ରରେ ଧନ ଦେବା — ୨. To give money to an unworthly object or cause.