Jump to content

ପାଣିକି ଛେଳି

ଉଇକିଅଭିଧାନ‌ରୁ

ପାଣିକି ଛେଳି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ନ୍ୟାୟ)

[ସମ୍ପାଦନା]

(ଛେଳିମାନେ ଯେପରି ପାଣିରେ ସ୍ନାନ କରିବାକୁ ଡରନ୍ତି ସେହିପରି) କୌଣସି କାର୍ଯ୍ୟ କରିବାକୁ ନିତାନ୍ତଅମଙ୍ଗ — Very unwilling to do a certain work.