ପାଣିକୁପକେଇବା
ଦେଖଣା
ପାଣିକୁପକେଇବା
ଉଚ୍ଚାରଣ
[ସମ୍ପାଦନା][ପାଣିକି ପକେଇବା ଦେବା, ପାଣିକି ଫିଙ୍ଗିଦେବା, ପାଣିରେ ପକେଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ପାଣିକୁପକେଇବା
|
ଦେଶଜ - କ୍ରି—(ଲକ୍ଷଣାର୍ଥ)
[ସମ୍ପାଦନା]- ୧. (ଧନକୁ) ବୃଥା ବ୍ୟୟ କରିବା — ୧. To spend money for no purpose.
- ୨. ଅପାତ୍ରରେ ଧନ ଦେବା — ୨. To give money to an unworthly object or cause.