Jump to content

ପାଣିକୋଥ

ଉଇକିଅଭିଧାନ‌ରୁ

ପାଣିକୋଥ

ଉଚ୍ଚାରଣ

[ସମ୍ପାଦନା]

ପଣିକୋଥୁ, ପାଣିକୋତ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚକ୍ଷୁରୋଗବିଶେଷ; ଆଖିଧରା ରୋଗ — Ophthalmia.

[ଦ୍ରଷ୍ଟବ୍ୟ —ଏଥିରେ ଆଖି ନାଲି ହୋଇଯାଏ ଆଖିରୁ ପାଣି ବହେ, ଆଖି ଖୁଞ୍ଚି ହୁଏ ଓ ଆଖିରେ ଲେନ୍ଧରା ଧରେ]