ପାଣିଗାର
ଦେଖଣା
ପାଣିଗାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣିଗାର
|
(ପାଣିରେ ଗାର—ଅନ୍ୟରୂପ)
(ପଥର ଗାର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜଳ ଉପରେ କଟାଯିବା ରେଖା — A line drawn on water.
- ୨. (ଲକ୍ଷଣାର୍ଥ) ପାଣିରେ ରେଖା ପରି ଅସ୍ଥାୟୀ ବିଷୟ — ୨. (figurative) Any thing as transient as a line drawn on water.