ପାଣିଘ
ଦେଖଣା
ପାଣିଘ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପାଣି+ହନ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଢୋଲ ଆଦି ବଜାଇବା ବ୍ୟକ୍ତି — ୧. A drummer (Apte); one who plays on a hand-instrument (M.W.)
- ୨. ଶିଳ୍ପୀ —୨. A handicraftsman. (Apte)
- ୩. (+ କର୍ମ. ଅ)—ହାତରେ ବଜାଯିବା ମୃଦଙ୍ଗ ଆଦି ବାଦ୍ୟ — ୩. Musical instruments played on by the hands.