Jump to content

ପାଣିଚା

ଉଇକିଅଭିଧାନ‌ରୁ

ପାଣିଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ପାଣିଚି, ପାଣିଚିଆ, ପାଣିପାଣିଚା, ପାଣିପାଣିଆ, ପାଣିପାଣିଚିଆ, ପାଣିସିଆ ପାଣିପାଣିଆ(ଆଁ)—ଅନ୍ୟରୂପ]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଜଳୀୟ ସ୍ୱାଦବିଶିଷ୍ଟ; ସ୍ୱାଦହୀନ — ୧. Tasteless; insipid.
୨. ଅତିରିକ୍ତ ଜଳଯୁକ୍ତ —୨. Diluted with water; soaked with water; watery.