Jump to content

ପାଣିମରିବା

ଉଇକିଅଭିଧାନ‌ରୁ

ପାଣିମରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣିମରିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଅଙ୍ଗରୁ ଶକ୍ତି କମ୍ ହେବା; ଅଙ୍ଗ ଅବଶ ହେବା; କ୍ଳାନ୍ତି — ୧. The loss of energy of a limb; weariness.

(ଯଥା—ପହରେ କାଳ ଠିଆ ହୋଇ ମୋ ଗୋଡ଼ରୁ ପାଣି ମଲାଣି)

୨. ଚକ୍ଷୁର ଦୃଷ୍ଟିଶକ୍ତି ଅବଶ ହେବା — ୨. The tiring of the eyesight.

(ଯଥା—ତିନି ଦିନ ହେଲା ତାଙ୍କ ଆସିବାକୁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି)

୩. ସଙ୍ଗମ ଶକ୍ତି ଲୋପ ହେବା — ୩. Loss of sexual vigour.
୪. ଉତ୍ତାପଦ୍ୱାରା କୌଣସି ବସ୍ତୁ ନିର୍ଜଳ ହେବା — ୪. The evaporation of water from a thing.