Jump to content

ପାଣିମାରିବା

ଉଇକିଅଭିଧାନ‌ରୁ

ପାଣିମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁହଁ ଆଦିରେ ଜଳ ଲଗାଇବା, ୨ (ଅଶ୍ଳୀଳ) ସ୍ତ୍ରୀଲୋକର କାମ କଣ୍ଡୁର ନିବୃତ୍ତି କରାଇବା