ପାଣିରେ ପକେଇବା
ଦେଖଣା
ପାଣିରେ ପକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣିରେ ପକେଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ଦ୍ରବ୍ୟକୁ ଜଳସାତ୍ କରିବା —୧. To coming a thing to water.
- ୨. ବତୁରାଇବା — ୨. To moisten.
- ୩. ବୃଥାରେ (ଧନ) ବ୍ୟୟ କରିବା — ୩. To spend money without any result.
- ୪. ଅପାତ୍ରରେ ଧନ ଦେବା —୪. To give money to an unworthy object or man.