ପାଣିର ଗାର
ପାଣିଗାର (ଦେଖ) - Pāṇi gāra (See)
[ଦ୍ରଷ୍ଟବ୍ୟ —ପାଣିରେ ଗାର ପକାଇଲା ମାତ୍ରେ ଲିଭି ଗଲା ପରି ଯେଉଁ ବିଷୟ କରିବାକୁ ପ୍ରତିଜ୍ଞା କରାଯାଇ, କରାଯାଏ ନାହିଁ, ସେହିଠାରେ ସେହି ବିଷୟକୁ ଲକ୍ଷ୍ୟ କରି "ପାଣିର ଗାର" ବୋଲି କୁହାଯାଏ]