Jump to content

ପାଣିଶିଉଳୀ

ଉଇକିଅଭିଧାନ‌ରୁ

ପାଣିଶିଉଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ପାଣିଶିମି(ମୁ)ଳୀ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ଶୀତଳ)

[ସମ୍ପାଦନା]

ଜଳଜ ଲତା ଶାକ— ବିଶେଷ —Lemanthemum Indicum; Menyanthes Cristate; Vellarisa Cristata.

[ଦ୍ରଷ୍ଟବ୍ୟ —ଏହାର ପତ୍ର କଇଁ ପତ୍ର ପରି କିନ୍ତୁ ପତଳା ଓ ମସୃଣ ଗଛ ପାଣିରେ ଭାସି ଭାସି ଜନ୍ମେ ଏହାର ଡାଙ୍ଗରେ ଗଣ୍ଠିରୁ ଚେର

ଜନ୍ମେ ଓ ସେ ଚେର ପାଣିରେ ଭାସୁଥାଏ ଫୁଲ ଛୋଟ ରତ୍ରର ଧଡ଼ି ଚିରା ଚିରା ଫୁଲର ଡ଼େମ୍ଫ ହଳଦିଆ, ଏହାର ପତ୍ରକୁ ଫୁଲା ଓ ବଥ ଉପରେ ପକାଇଲେ ଥଣ୍ଡା ଲାଗେ ଆଉ ଏକପ୍ରକାର ଛୋଟଜାତୀୟ ଲତାକୁ ଛୋଟ ପାଣିଶିଉଳୀ (Lemanthum cristatum) କହନ୍ତି]