ପାଣିଶୋଲରି
ପାଣିକୂଳରେ ଜନ୍ମିବା ଶାକବିଶେଷ — A kind of aquatic pot-herb.
[ଦ୍ରଷ୍ଟବ୍ୟ —ଏହାର ପତ୍ରଗୁଡ଼ିକ ତିନ୍ତୁଳିପତ୍ର ଭଳି ଛୋଟ, ଏହାର ଶାଗ ରୁଚିକର]