Jump to content

ପାଣିସାରୁ

ଉଇକିଅଭିଧାନ‌ରୁ

ପାଣିସାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କୋଚ; ଏକକନ୍ଦ)

[ସମ୍ପାଦନା]

ପାଣିକୂଳରେ ଜନ୍ମିବା ଏକ ପ୍ରକାର ସାରୁ — A kind of Colocacia; Lasia Heterophylla; vitis Late foloia (Haines).

[ଦ୍ରଷ୍ଟବ୍ୟ —ଏହାକୁ ଗରିବ ଲୋକେ ସିଝାଇ କରି ଖାଆନ୍ତି ଏହାକୁ ଖାଇଲେ ପାଟି କୁଣ୍ଡେଇ ହୁଏ ଏହା ଦୁଇ ପ୍ରକାର; ଏକ ପ୍ରକାର ପତ୍ରର ଡେମ୍ଫ ହରିଦ୍ୱର୍ଣ୍ଣ ଓ ଅନ୍ୟ ପ୍ରକାରର ଡେମ୍ଫ ବାଇଁଗଣି ରଙ୍ଗର]