Jump to content

ପାଣି ଅଅଁଳା

ଉଇକିଅଭିଧାନ‌ରୁ

ପାଣି ଅଅଁଳା

ଉଚ୍ଚାରଣ

[ସମ୍ପାଦନା]

ପାଣି ଅଅଁଳା, ପାଣି ଅଏଁଳା, ପାଣି ଅଁଏଁଳାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାଚୀନାମଳକ, ପାନୀୟାମଳକ)

[ସମ୍ପାଦନା]

ନେପାଳ, ବଙ୍ଗ, ଆସାମ, ଚଟଗ୍ରାମ, କଙ୍କଣ ଓ ଦକ୍ଷିଣ ଭାରତରେ ଜନ୍ମିବା ଛୋଟ ଗୁଳ୍ମ ବିଶେଷ —Flacourtia Cataphracta (plant).

[ ଦ୍ର—ଏହାର ଡାଳରେ କଣ୍ଟା ନ ଥାଏ, ଗଛର ଗଣ୍ତିରେ କଣ୍ଟା ହୁଏ ଫୁଲର ପାଖୁଡ଼ା ନାହିଁ, ଫଳ ପାଚିଲେ ଭଇଞ୍ଚି କୋଳି ପରି କଳା ହୁଏ, କିନ୍ତୁ ଫଳ ଭଇଞ୍ଚି କୋଳିଠାରୁ ବଡ଼ ଅଣ୍ତିରା ଓ ମାଈ ଗଛ ପୃଥକ୍; ଫଳ

ଔଷଧରେ ବ୍ୟବହୃତ ହୁଏ ଏହାର ପତ୍ର, ଶାଖା, ଛେଲି ଓ ଫଳ ସାମାନ୍ୟ ଜ୍ୱର ଓ ଉଦରାମୟ ଆଦି ରୋଗରେ ବ୍ୟବହୃତ ହୁଏ ଏହା ତ୍ରିଦୋଷନାଶକ ଓ ଜ୍ୱରଘ୍ନ ]