Jump to content

ପାଣି ଅଛୁଆଁ ଜାତି

ଉଇକିଅଭିଧାନ‌ରୁ

ପାଣି ଅଛୁଆଁ ଜାତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ଅସ୍ପୃଶ୍ୟ+ଜାତି)

[ସମ୍ପାଦନା]

ଯେଉଁ ନୀଚ ଶୂଦ୍ର ଜାତିଙ୍କ ସ୍ପୃଷ୍ଟ ଜଳ ବ୍ରାହ୍ମଣାଦି ଉଚ୍ଚ ଜାତିଙ୍କ ଅସ୍ପୃଶ୍ୟ — Some low caste Ṡūdras, the water touched by whom is not to be used by Brāhmaṇas and other high castes.

[ ଦ୍ର— ଅତି ନୀଚ ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁମାନେ (ଯଥା— ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ) ଛୁଅନ୍ତି ନାହିଁ ସେମାନେ ଅସ୍ପୃଶ୍ୟ ବା ଅଛୁଆଁ ଜାତି ଯଥା— ପାଣ, କଣ୍ତରା, ହାଡି, ବାଉରି, ଡମ, ଚମାର; ଏମାନଙ୍କୁ ଛୁଇଁଲେ ସ୍ନାନ କରିବାକୁ ହୁଏ ସେମାନଙ୍କ ଅପେକ୍ଷା ଉଚ୍ଚତର ଶୂଦ୍ର ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁମାନେ ଛୁଇଁ ପାରନ୍ତି,କିନ୍ତୁ ସେମାନଙ୍କ ସ୍ପୃଷ୍ଟ ଜଳକୁ ପିଅନ୍ତି ନାହିଁ; ଏମାନଙ୍କୁ ପାଣି ଅଛୁଆଁ ଜାତି ବୋଲାଯାଏ ଯଥା—ତନ୍ତି, କେଉଟ, ଜ୍ୟୋତିଷ୍କ ନାୟକ, ତୁଳା— ଭିଣା ଏମାନଙ୍କ ଅପେକ୍ଷା ଉଚ୍ଚତର ଶୂଦ୍ର ଜାତିଙ୍କୁ ଉଚ୍ଚ ବର୍ଣ୍ଣର ହିନ୍ଦୁ— ମାନେ ଛୁଅନ୍ତି ଓ ଏମାନଙ୍କ ସ୍ପୃଷ୍ଟ ଜଳକୁ ମଧ୍ୟ ବ୍ୟବହାର କରନ୍ତି ଏମାନଙ୍କୁ ପାଣି ଛୁଆଁ ଜାତି କହନ୍ତି;ଯଥା—ଗଉଡ଼, ଭଣ୍ତାରି, ଚଷା, ଗୁଡ଼ିଆ, କମାର, ବଢ଼େଇ, ପାଟରା, ମାଳି, କଂସାରି ]