Jump to content

ପାଣି ଆମ୍ୱ

ଉଇକିଅଭିଧାନ‌ରୁ

ପାଣି ଆମ୍ୱ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଣିରେ ହଳଦି, ଅଦା, ତେଲ ପକାଇ ଉକ୍ତ ପାଣିକୁ ୪/୫: ଦିନ ସୂର୍ଯ୍ୟପାଗୀ କରିବା ପରେ ସେହି ପାଣିରେ ସଦ୍ୟ ତୋଳା ହୋଇ ଆସିଥିବା ପାଚିଲା ଆମ୍ୱକୁ ସାଇତି ରଖିବା —A process of preserving ripe mangoes in water mixed with turmeric, ginger and oil and seasoned in sun's rays for ୪ or ୫ days.

[ ଦ୍ର—ଏପରି କଲେ ଆମ୍ୱ ୪/୫: ମାସ ପର୍ଯ୍ୟନ୍ତ ଅବିକୃତ ଅବସ୍ଥାରେ ରହେ ]