ପାଣି କମିବା
ଦେଖଣା
ପାଣି କମିବା
ଉଚ୍ଚାରଣ
[ସମ୍ପାଦନା](ପାଣି କମିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାଣି କମିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୁଅ, ପୋଖରୀ, ନଈଆଦିରୁ ଗ୍ରୀଷ୍ମ ଋତୁରେ ଜଳ ଅଳ୍ପ ହୋଇଯିବା —The decrease of water in a well, tank or river during summer.