Jump to content

ପାଣି କର

ଉଇକିଅଭିଧାନ‌ରୁ

ପାଣି କର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଳ କର; ଅନ୍ୟ ବ୍ୟକ୍ତିର ଗଡ଼ିଆ ବା କେନାଲରୁ ପାଣି ଆଣି ଆପଣା କ୍ଷେତ୍ରରେ ମଡ଼ାଇବା ପାଇଁ କ୍ଷେତ୍ର— ସ୍ୱାମୀ ଜଳ—ସ୍ୱାମୀକୁ ଦେବା କର ବା ଖଜଣା — ୧. Watercess; water rate.

୨. ସରକାରଙ୍କର କେନାଲ ରେଭିନିଉ ବା ଜଳକର —୨. Canal-cess; cess-levied by Government from canal irrigated lands.