ପାଣି କରିବା
ଦେଖଣା
ପାଣି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କଠିନ ପଦାର୍ଥକୁ ତରଳ କରିବା —୧. To liquefy any hard or solid thing.
- ୨. ପରାସ୍ତ କରିବା — ୨. To vanquish; to defeat.
- ୩. ଘୋଡ଼ାକୁ ବହୁତ ପରିଶ୍ରମ କରାଇ ଘର୍ମାକ୍ତ କରାଇବା — ୩. To cause a horse to perspire with hard labour.
- ୪. ଛାନିଆ କରିଦେବା —୪. To cause alarm.
- ୫. ଉତ୍ତମରୂପେ ପଇଟାଇବା ବା ମୁଖସ୍ଥ କରିବା — ୫. To get by heart.