Jump to content

ପାଣି କାଚ

ଉଇକିଅଭିଧାନ‌ରୁ

ପାଣି କାଚ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଣି+କାଚ)

[ସମ୍ପାଦନା]

ହାତରେ ପିନ୍ଧିବା ସରୁଆ କାଚ ଅଳଙ୍କାରବିଶେଷ —A kind of slender glass bangle.

ସେ ଭୁଜେ ବାନ୍ଧିଛ ରୂପା ସୂତା ବିଦମାଳୀ ପାଣିରେ ତା ପ୍ରାଣିକାଳ ମିହ୍ନା କଡ଼ିଆଳୀ ଯେ—ଭଞ୍ଜ. ଲାବଣ୍ୟବତୀ