ପାଣି କାଟିବା
ଦେଖଣା
ପାଣି କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପାଣି ନେବାର ନାଳୀ ପ୍ରସ୍ତୁତ କରିବା — To cut a channel for the flow of water from one place to another.
- ୨. (ମାଛ ବା ଡଙ୍ଗା ଆଦି ଜଲରେ ଯିବା ସମୟରେ କିମ୍ୱା ମନୁଷ୍ୟ ପହଁରିବା ସମୟରେ) ଜଳକୁ ଦୁଇ ଭାଗ କରିବା — ୨. To plough a way through water (said of fishes, boats and swimmers).
- ୩. (କପଂଘ୍ନ ଔଷଧ) ଶରଦିର ପ୍ରତିଶେଧ କରିବା — ୩. To counteract the effect of cold (said of an antidote for cold).