Jump to content

ପାଣି କାଢ଼ିବା

ଉଇକିଅଭିଧାନ‌ରୁ

ପାଣି କାଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୂପରୁ ଜଳ ତୋଳିବା — ୧. To lift water from a well.

ବାବାଜୀ ଅଇଲେ ଉତ୍ତରୁ, ଠେକି ଠେକି କରି ପାଣି କାଢୁଥିଲେ ଗମ୍ଭୀରା ଭିତରୁ—ଯାତରାଗୀତ

୨. କୌଣସି ପଦାର୍ଥରୁ ଜଳ ବା ରସ ଚିପୁଡ଼ିବା ବା ନିଗାଡ଼ିବା — ୨. To press out water from any watery thing.
୩. (ଅଶ୍ଳୀଳ) ସ୍ତ୍ରୀଲୋକ ସଙ୍ଗେ ସଙ୍ଗମ କରିବା — ୩. (indecent) To cohabit with a woman.