ପାଣି କୁହୁଡ଼ି
ଦେଖଣା
ପାଣି କୁହୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି କୁହୁଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୀତଋତୁ ଛଡ଼ା ଅନ୍ୟ ସମୟରେ ହେବା କୁହୁଡ଼ି; ରଣ କୁହୁଡ଼ୀ — ୧. Feg appearing in seasons expert winter, indicating early rain.
[ଦ୍ରଷ୍ଟବ୍ୟ —ଏହାଦ୍ୱାରା ତିନି ଦିନ ପରେ ବର୍ଷା ହେବାର ସୂଚନା ମିଳେ]
- ୨. ବନ୍ୟଘାସବିଶେଷ —୨. A kind of wild grass; Panicum Millare (Haines)