Jump to content

ପାଣି କେନ୍ଦଳି

ଉଇକିଅଭିଧାନ‌ରୁ

ପାଣି କେନ୍ଦଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାଣି କେନ୍ଦରି(ଡ଼ି), ପାଣି କେନ୍ଦୁରି(ଡ଼ି), ପାଣି କେନ୍ଦୁଳି(ଲି), ପାଣି କେନ୍ଦୁଳ(ଲ)ଅନ୍ୟରୂପ

ଦେଶଜ - ବି—(ପାନୀୟ+ସଂ କଦଳୀ;ସଂସ୍କୃତ - ନାମ ଜଳଜକନ୍ଦ, କନ୍ଦଳୀ)

[ସମ୍ପାଦନା]

ଜଳଜ ଶାକବିଶେଷ କନ୍ଦଳୀ ୧ (ଦେଖ) - — Ottelia Alismoides, an aquatic plant.

[ଦ୍ରଷ୍ଟବ୍ୟ —ପୋଖରୀ ଆଦିର କୂଳ ଓ ବିଲ, ଖାଲ ପ୍ରଭୃତିର ଅଳ୍ପ ଜଳ ଥିବା ସ୍ଥାନରେ ଏହାଜନ୍ମେ ବର୍ଷା— ଋତୁ ଆରମ୍ଭରେ ଗଛ ଉଠେ ମୂଳରୁ ଡ଼େମ୍ଫଲଗା ପକ୍ଷ ଆକାର ପତ୍ର ବାହାରେ ଫୁଲ ଧାତୁରା ଫୁଲପରିଧଳା ଓ ତ୍ରିଦଳ ତାହାର ମୂଳ ପାଖେ ନାଡ଼ରେ କଦଳୀ ପରି ଗୋଟିଏ ଫଳ ଧରେ ତାକୁ ବାଟି ବାତ ଫୁଲାରେ ବୋଳିଲେ ଫୁଲା ଓ ଦରଜ କମିଯାଏ]

ସେ ରଜ ସଂସ୍ପର୍ଶେ କିବା ଶଭାବନ ଦିଶଇ ପାଣି କେନ୍ଦୁଡ଼ି— ନନ୍ଦକିଶୋର. ଶର୍ମିଷ୍ଠା