Jump to content

ପାଣି ଖାଇବା

ଉଇକିଅଭିଧାନ‌ରୁ

ପାଣି ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଳ ପାନ କରିବା — ୧. To drink water.
୨. ଜଳଖିଆ କରିବା — ୨. To take light refreshment.

[ଦ୍ରଷ୍ଟବ୍ୟ —ପ୍ରକୃତରେ ପାଣିକୁ ଖାଆନ୍ତି ନାହିଁ—ପିଅନ୍ତି]

୩. (ଅଟା, ମଇଦା ବା ରନ୍ଧାହେବା ଦ୍ରବ୍ୟ)—ଜଳ ଶୋଷିବା —୩. (said of flour) To suck or take in much water.
୪. (କୌଣସି ଶୁଖିଲା ସ୍ଥାନ) ବହୁତ ପାଣି ଶୋଷି ନେବା — ୪. (a dry place) To assimulate or suck in water.