ପାଣି ଗତ
କରଗତ; ଆପଣାର ହାତ ମୁଠା (ଭିତରକୁ ଆସିଥିବା (ବସ୍ତୁ) —Brought under control; come to the hand.
ଟାକିଛି ସୁଧାଂଶୁ କଳାକୁ ଆକାଶୁଁ କରିବାକୁ ପାଣିଗତ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତା