Jump to content

ପାଣି ଘିନିବା

ଉଇକିଅଭିଧାନ‌ରୁ

ପାଣି ଘିନିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପାନୀୟ+ଗ୍ରହଣ; ପ୍ରା. ଘେନଣ)

[ସମ୍ପାଦନା]
୧. ମୂତ୍ର ତ୍ୟାଗ ପରେ ଲିଙ୍ଗ ବା ଯୋନିକୁ ଜଳଦ୍ୱାରା ଧୈତ କରିବା — ୧. To wash the private parts after making water.

ଏ ବାହାରେ ସେ ଛିଡ଼ା ହୋଇଣ ମୂତନ୍ତି ପାଣି ଘେନିବାର କଥାଟି ନ ଜାଣନ୍ତି କୃଷ୍ଣସିଂହ, ମହାଭାରତ କର୍ଣ୍ଣ

୨. ମଳତ୍ୟାଗ ପରେ ଜଳଦ୍ୱାରା ଶୌଚ ହେବା; ଛଅଁଚିବା — ୨. To wash the posteriors after evacuation.