ପାଣି ଚଢ଼ାଇବା
ଦେଖଣା
ପାଣି ଚଢ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ଚଢ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେବତାଙ୍କ ଉପରେ ପାଣି ଢାଳିବା —୧. To pour water on the image of a Deity.
- ୨. ଲୁହାର ଅସ୍ତ୍ରଶସ୍ତ୍ରାଦିକୁ ଟାଣୁଆ କରିବା ପାଇଁ ପାଗଯୋଗ ଅନୁସାରେ ତାହା ତାତି ଥାଉଁ ଥାଉଁ ତାକୁ ପାଣିରେ ବୁଡ଼ାଇବା —୨. To temper an iron weapon or steel by cooling it with water.
- ୩. ରୋଗୀର ଚର୍ମତଳରେ ଛୁଞ୍ଚିପରି ପିଚକାରୀଦ୍ୱାରା ଜଳୀୟ ଔଷଧ ପ୍ରୟୋଗ କରିବା —୩. To give injections to a patient.