ପାଣି ଛଡ଼େଇବା
ଦେଖଣା
ପାଣି ଛଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ଛଡ଼େଇବା
|
(ପାଣି ଛଡ଼ାଇଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାଣି ଛଡ଼େଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପହଣି ବା ବାଟ ମେଲା କରି ଜଳପୂର୍ଣ୍ଣ କିଆରିରେ ଜମା ହଇଥିବା ପାଣିକୁ ନିକାଶି କରାଇବା — ୧. To open out a way for accumulated water.
- ୨. ମନ୍ତ୍ରପାଠ ବା ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଦେବତାଙ୍କ ନିବେଦିତ ଭୋଗର ଚାରିପାଖେ ଚଳେ ପାଣି ବୁଲାଇ ଦେବା; ଉତ୍ସର୍ଗ କରିବା — ୨. To offer some article to a Deity by encircling it with a handful of water.
- ୩. (ଜୀବନର) ଆଶା ପରିତ୍ୟାଗ କରିବା — ୩. To give up the hope of one's life.
- ୪. କୌଣସି କାର୍ଯ୍ୟ ପାଇଁ ଜୀବନ ଉତ୍ସର୍ଗ କରିବା — ୪. To dedicate one's life for a certain object.
x x x ଜୀବନକୁ କି ପାଣି ଛଡ଼େଇ ଦେଇଛୁଁ ଭିକାରୀ—କଟକ ବିଜୟ