Jump to content

ପାଣି ଛିଞ୍ଚା

ଉଇକିଅଭିଧାନ‌ରୁ

ପାଣି ଛିଞ୍ଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣିସିଞ୍ଚା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ସେଚନ)

[ସମ୍ପାଦନା]
୧. ଜଳସେଚନ କରିବା — ୧. Sprinkling of water.
୨. ବିଲରେ ପାଣିମଡ଼ାଇବା — ୨. Irrigating a field for raising crop.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

କଉଡ଼ିଖେଳରେ କେତେଜଣ ଜୋଡ଼ ବାନ୍ଧି ଖେଳିବା ବେଳେ ଜଣେ ଖେଳାଳୀ ବଳିପଡ଼ିଲେ ଦୁଇ— ଦଳର ଲୋକେ ବେଳେ ବେଳେ ଆପଣା ଦଳରେ ଦରକାର ବେଳେ ଖେଳିବା ପାଇଁ ଯେଉଁ ଖେଳାଳୀକୁ ରଖିଥାଆନ୍ତି — An extra player kept in reserve to replace one of a pair of players in a game of cowries.