ପାଣି ଛିଡ଼ିକା
(ପାଣି ଛିଡ଼ିକିବା—ଅନ୍ୟରୂପ)
[ପାଣି ଛିଡ଼ିକା(କେ)ଇବା—କ୍ରିୟାରୂପ]
ଯେଉଁ ପାଣି ପ୍ରଥମେ ଭୂପୃଷ୍ଠରେ ପଡ଼ି ତହିଁରୁ ପ୍ରତିଘାତ ପାଇ କଡ଼ବାଗରେ ଅନ୍ୟ ବସ୍ତୁରେ ପଡ଼େ —Splatter; splashing of water on a thing after coming in contact with the ground.