Jump to content

ପାଣି ଟେକିବା

ଉଇକିଅଭିଧାନ‌ରୁ

ପାଣି ଟେକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାଣି ଆଞ୍ଜୁଳା ଟେକିବା, ପାଣି ଆଞ୍ଜୁଳି ଟେକିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବସ୍ତୁ ବା ଭୂମି ଆଦି ବ୍ରାହ୍ମଣକୁ ଦାନ କରିବା ପୂର୍ବରୁ ସଂକଳ୍ପ ମନ୍ତ୍ର ଉଚ୍ଚାରଣ ପୂର୍ବକ ବ୍ରାହ୍ମଣ ହାତକୁ ମୁନ୍ଦିଏ ପାଣି ଦେବା — ୧. To make over a handful of water to a Brāhmaṇa by reciting some formulas before handing over a gift.
୨. ଶତ୍ରୁର ଅମଙ୍ଗଳ କାମନା କରି ଦେବତାଙ୍କ ନାମ ଧରି ପାଣି ଆଞ୍ଜୁଳା ଢ଼ାଳିବା —୨. To offer handfuls of water by invoking a Deity and wishing one's enemy evil.
୩. ତର୍ପଣ ସମୟରେ ଦେବତା ଓ ପିତୃ ଆଦିଙ୍କୁ ଅର୍ଘ୍ୟ ଦେବା — ୩. To offer libations of water to the spirits of one's deceased ancestors.