Jump to content

ପାଣି ଡୁବୁକି

ଉଇକିଅଭିଧାନ‌ରୁ

ପାଣି ଡୁବୁକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ତୁଳ. ହିନ୍ଦୀ - ପନଡୁବ୍ୱା)

[ସମ୍ପାଦନା]

ମାଛରଙ୍କା ଚଢ଼େଇ — Kingfisher.

[ଦ୍ରଷ୍ଟବ୍ୟ —ଏ ପାଣିରେ ବୁଡ଼ି ମାଛ ଧରେ]